The Ultimate Managed Hosting Platform
ADVERTISEMENT

କଂଗ୍ରେସର ବନ୍ଦ ଡାକରାକୁ ପ୍ରତାପ ଷଡଙ୍ଗୀଙ୍କ ସମାଲୋଚନା ; କହିଲେ, ଚୋର ମଚାଏ ସୋର

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସର ବନ୍ଦ ଡାକରାକୁ ପ୍ରତାପ ଷଡଙ୍ଗୀଙ୍କ ସମାଲୋଚନା । ଚୋର ମଚାଏ ସୋର କହି ତାତ୍ସଲ୍ୟ କଲେ ସାଂସଦ ପ୍ରତାପ ଷଡଙ୍ଗୀ । ଏମାନଙ୍କ ଅସ୍ତିତ୍ୱ ହଜି ଯାଇଛି , ଏହି ଘଟଣାରେ ଟିକେ ଅକ୍ସିଜେନ ମିଳି ଯାଇଛି । ତେଣୁ ନିଜ ସ୍ୱାର୍ଥ ପାଇଁ ରାଜନୈତିକ ରୁଟି ସେକୁଛନ୍ତି । ଛବିରାଣୀ, ଅଞ୍ଜନାମିଶ୍ର ଗଣଦୁଷ୍କର୍ମ କଂଗ୍ରେସ ସମୟରେ ହୋଇଥିଲା । ବିଜେଡି ସମୟରେ ଇତିଶ୍ରୀ, ବେବିନା, ପରୀ, ସଂଧ୍ୟାରାଣୀ ହତ୍ୟାକାଣ୍ଡ ହୋଇଥିଲା । ଏବେ ଏମାନେ ମିଡିଆ ଆଗରେ ନାଟକବାଜୀ କରୁଛନ୍ତି । ମଲା ଲୋକର ଶବ ଉପରେ ଆଉ କେତେ ଦିନ ରାଜନୀତି କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login