ଭୁବନଶ୍ୱେର : ମହାନଦୀ ଟ୍ରିବ୍ୟୁନାଲକୁ ନେଇ କଂଗ୍ରେସର କ୍ଷୋଭ । କ୍ଷୋଭ ପ୍ରକାଶ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ୨୦୧୮ରୁ ଆଜିଯ ।ଏଁ ଟ୍ରିବ୍ୟୁନାଲ ନିଷ୍ପତ୍ତି ଶୁଣାଣି ହୋଇ ପାରୁନି । ରାଜ୍ୟ ସରକାର ବି ସାଧାରଣ ତଥ୍ୟ ଫାଇନାଲ କରି ନାହାନ୍ତି । ପ୍ରେସମିଟରେ ବିଜେପିକୁ କଲେ ଟାର୍ଗେଟ । ଛତିଶଗଡରେ ବିଜେପି ସରକାର ଥିଲା । ସେହି ସମୟରେ ବହୁ ବନ୍ଧ ନିର୍ମାଣ କରାଯାଇଥିଲା । ଯାହା ଫଳରେ ଏହି ସମସ୍ୟା ଉପୁଜିଛି । ଛତିଶଗଡ ୨ ହଜାରରୁ ଅଧିକ ବ୍ୟାରେଜ କରିଛି । ରାଜ୍ୟ ସରକାର ଏଯାଏଁ କଣ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଶରତ ।
Views: 75