The Ultimate Managed Hosting Platform
ADVERTISEMENT

ଓୟୋ ରୁମରେ ଝୁଲିପଡିଲେ ପ୍ରେମିକ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ଓୟୋ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମିକାର ଓଢଣୀରେ ଝୁଲି ପଡିଲେ ପ୍ରେମିକ । ଖଣ୍ଡଗିରି ଜାଗମରା ଅଂଚଳର ଓୟୋ ରୁମରେ ଘଟିଛି ଘଟଣା । ସାଙ୍ଗଙ୍କ ସହ ଜନ୍ମଦିନ ପାଳନ କରିବାକୁ ଆସିଥିଲେ ପ୍ରେମିକ । ଘଟଣାସ୍ଥଳରେ ପହଁଚି ଖଣ୍ଡଗିରି ଥାନା ପୁଲିସର ତଦନ୍ତ । ସାଙ୍ଗମାନଙ୍କୁ ଅଟକରଖି ପୁଲିସର ପଚରାଉଚରା । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତ ଯୁବକ ହେଲେ ନିଆଳିର ଦୁର୍ଗା ପ୍ରସାଦ ମିଶ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login