ଭୁବନେଶ୍ୱର : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା । ଉକôୃଷ୍ଟ ଓ ଉଲ୍ଲେଖନୀୟ ସେବା ପାଇଁ ଓଡିଶାର ୧୫ ଜଣଙ୍କୁ ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ । ଉଲ୍ଲେଖନୀୟ ସେବା ପାଇଁ ଏଡିଜି ସୁରେଶ ଦେବ ଦତ୍ତ ସିଂହଙ୍କୁ ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ଡିଏସପି ସଚ୍ଚିଦାନନ୍ଦ ରଥଙ୍କୁ ମେଡାଲ । ପୋଲିସ , ଅଗ୍ନିଶମ, ହୋମଗାର୍ଡଙ୍କୁ ମିଳିବ ସାହସିକତା ମେଡାଲ । ଏ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
Views: 33