ଭୁବନେଶ୍ୱର : ଓଡିଶାକୁ ପୁଣି ଫେରିଲା କରୋନା । ଭୁବନେଶ୍ୱରରେ ଜଣେ କୋଭିଡ ପଜେଟିଭ । ଦିଲ୍ଲୀରୁ ଫେରିବା ପରେ କୋଭିଡ ଆକ୍ରାନ୍ତ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ୩ ବର୍ଷ ପରେ ରାଜ୍ୟକୁ କୋଭିଡ ଫେରିଥିବା ଚର୍ଚ୍ଚା ହୋଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି । କିନ୍ତୁ ଓଡ଼ିଶାରେ କୋଭିଡ ରୋଗୀ ଚିହ୍ନଟ ନେଇ ସରକାରୀ କିଛି ଭାବ କୌଣସି ସୂଚନା ଦିଆଯାଇ ନାହିଁ ।
Views: 53