The Ultimate Managed Hosting Platform
ADVERTISEMENT

ଓଡିଶା ପୋଲିସରେ ଡ୍ରାଇଭର ନିଯୁକ୍ତି; ବୟସ ସୀମା କୋହଳ ନିଦେ୍ର୍ଦଶ

Facebook
Twitter
LinkedIn

ଭୁବନେଶ୍ୱର : କୋହଳ ହେବ ଓଡିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ବୟସ ସୀମା । ବୟସ ସୀମା କୋହଳ କରିବାକୁ ନିଦେ୍ର୍ଦଶ ଦେଲେ ହାଇକୋର୍ଟ । ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇ ନ ଥିବାରୁ ବୟସ କୋହଳ ଆବେଦନ ହୋଇଥିଲା । ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ନିଯୁକ୍ତି ବିଜ୍ଞପ୍ତି ।୭.୧୦.୨୦୨୪ରେ ବାହାରିଥିଲା ନିଯୁକ୍ତି ପାଇଁ ବିଜ୍ଞପ୍ତି । ୪୦୫ ପୋଲିସ ଡ୍ରାଇଭର ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ୧.୧.୨୦୨୪ ,ସୁଦ୍ଧା ସର୍ବାଧିକ ବୟସ ୨୩ ଧାର୍ଯ୍ୟ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login