ଭୁବନେଶ୍ୱର : ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନି ଏସବିଆଇ ଡିଜିଟାଲ ସର୍ଭିସ । ବାର୍ଷିକ ସମାପନ କାର୍ଯ୍ୟ ପାଁଇ ଡିଜିଟାଲ ସର୍ଭିସ ବନ୍ଦ ରହିବ । ଆଜି ଅପରାହ୍ମ ୧ଟାରୁ ୪ଟା ପ ର୍ଯ୍ୟନ୍ତ ଡିଜିଟାଲ ସର୍ଭିସ ବନ୍ଦ ରହିବ । ଏହି ସମୟରେ ୟୁପିଆଇ ଲାଇଟ ଓ ଏଟିଏମ ବ୍ୟବହାର ପାଇଁ ପରାମର୍ଶ । ଉପଭୋକ୍ତାଙ୍କ ପାଇଁ ସୂଚନା ଜାରି କଲା ଏସବିଆଇ ।
Views: 23