The Ultimate Managed Hosting Platform
ADVERTISEMENT

ଏସଆଇ ସ୍କାମ ; ୫ ଦିନିଆ ରିମାଣ୍ଡରେ ଶଙ୍କର

Facebook
Twitter
LinkedIn

ଭୁବନେଶ୍ୱର : ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ପୃଷ୍ଟି , ଅରବିନ୍ଦ ଦାସ । ରିମାଣ୍ଡ ଅନୁମତି ଦେଲେ ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ । ୭ ଦିନିଆ ରିମାଣ୍ଡରେ ନେବାକୁ ପିଟିସନ କରିଥିଲା କ୍ରାଇମବ୍ରାଞ୍ଚ । ଏସ୍ଆଇ ପରୀକ୍ଷା ପାଇଁ ଓଡ଼ିଶା ପୁଲିସ ଏବଂ ଆଇଟିଆଇ ଲିମିଟେଡ୍ ମଧ୍ୟରେ ମୂଳ ଟେଣ୍ଡର ଓ ଚୁକ୍ତିନାମାରେ ପ୍ରଶ୍ନପତ୍ର ଫ୍ରେମିଂ, ମୁଦ୍ରଣ ଏବଂ ସମ୍ବନ୍ଧିତ କାର୍ୟ୍ୟଗୁଡ଼ିକ ଆଇଟିଆଇ ଲିମିଟେଡ୍ ଉପରେ ନ୍ୟସ୍ତ କରାଯାଇଥିଲା। ଆଇଟିଆଇ ଏହି କାର୍ୟ୍ୟର କୌଣସି ଅଂଶକୁ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍କୁ ଆଉଟସୋର୍ସ କରିବାକୁ ଯୋଜନା କରିଥିଲା। ସିଲିକନ୍ ସମସ୍ତ କାର୍ୟ୍ୟ କରିବା ସମ୍ଭବପର ନହେବାରୁ ଆଇଟିଆଇ ପୁଲିସ ମୁଖ୍ୟାଳୟର ଅନୁମତି ଲୋଡ଼ିଥିଲା। ତୃତୀୟ ପକ୍ଷ ଭାବେ ସିଲିକନ୍କୁ ଏହି କାମ ମିଳିବା ପରେ ସେ ଏହି ଟେଣ୍ଡର ଆଉ କାହାକୁ ଦେଇପାରିବ ନାହିଁ ବୋଲି ସର୍ତ୍ତାବଳୀରେ ଉଲ୍ଲେଖ ଥିଲା। କିନ୍ତୁ ସିଲିକନ୍ ଗୋପନୀୟ ଭାବେ ଏହି ଟେଣ୍ଡରର କିଛି ଅଂଶ ପଞ୍ଚସଫ୍ଟ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡକୁ ହସ୍ତାନ୍ତର କରିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login