ମାଲକାନଗିରି : ଝାଡଖଣ୍ଡ ଲାତେହାରରେ ଆଉ ଜଣେ ମାଓବାଦୀକୁ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କୁ ଗୁଳିରେ ହାର୍ଡକୋର ମାଓବାଦୀ ମନୀଷ ଯାଦବ ମୃତ । ନିହତ ମନୀଷ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର । ସେମାନଙ୍କ ନିକଟରୁ ଦୁଇଟି ଏକ୍ସ ୯୫ ରାଇଫଲ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ପାଲାମୁ ଡିଆଇଜି ଓ୍ବାଇ ଏସ ରମେଶ । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
Views: 29