The Ultimate Managed Hosting Platform
ADVERTISEMENT

ଏନଏସି ମାନ୍ୟତା ଦାବିରେ ୮ ଘଣ୍ଟିଆ ବଣାଇ ବନ୍ଦ

Facebook
Twitter
LinkedIn

ବଣାଇ : ଏନଏସି ମାନ୍ୟତା ଦାବିରେ ୮ ଘଣ୍ଟିଆ ବଣାଇ ବନ୍ଦ ଡାକରା ଦେଇଛି ବିଜେଡି । ସମସ୍ତ ସରକାରୀ ବେସରକାରୀ କାର୍ୟ୍ୟାଳୟ ସହ ଦୋକାନବଜାର ବନ୍ଦ ରହିଛି । ରାସ୍ତା ଘାଟରେ ଟାୟାର ରଖି ରାସ୍ତା ଅବରୋଧ କରାଯାଇଛି । ପିକେଟିଂ କରି ସ୍କୁଲକୁ ଯାଇ ସମସ୍ତ ସ୍କୁଲ, ସରକାରୀ କାର୍ୟ୍ୟାଳୟ ସମ୍ମୁଖରେ କର୍ମୀ ଜଗି ବସିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଥାନେ ସ୍ଥାନେ ପୋଲିସ ମୁତୟନ ହୋଇଛନ୍ତି । ସମସ୍ତ ସରକାରୀ ବେସରକାରୀ କାର୍ୟ୍ୟାଳୟ ସହ ଦୋକାନବଜାର ବନ୍ଦ ରହିଛି । ରାସ୍ତା ଘାଟରେ ଟାୟାର ରଖି ରାସ୍ତା ଅବରୋଧ କରାଯାଇଛି । ପିକେଟିଂ କରି ସ୍କୁଲକୁ ଯାଇ ସମସ୍ତ ସ୍କୁଲ, ସରକାରୀ କାର୍ୟ୍ୟାଳୟ ସମ୍ମୁଖରେ କର୍ମୀ ଜଗି ବସିଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଥାନେ ସ୍ଥାନେ ପୋଲିସ ମୁତୟନ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login