The Ultimate Managed Hosting Platform
ADVERTISEMENT

ଏଣିକି ଟ୍ରେନରେ ମିଳିବ ଏଟିଏମ ସୁବିଧା !

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ପାଇଁ ଚଳନ୍ତା ଟ୍ରେନରେ ଏକ ଏଟିଏମ୍ ସ୍ଥାପନ କରାଯାଇଛି। ଏହାର ପରୀକ୍ଷଣ ସଫଳ ହୋଇଛି। ଏହି ଏଟିଏମ୍ ନାସିକର ମନମାଡ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ପଞ୍ଚବଟି ଏକ୍ସପ୍ରେସର ଏକ ଏସି କୋଚରେ ସ୍ଥାପିତ ହୋଇଛି। ଏହି ଟ୍ରେନକୁ ‘ଫାଷ୍ଟ କ୍ୟାସ୍ ଏକ୍ସପ୍ରେସ’ କୁହାଯାଉଛି।ରେଳବାଇର ଅଧିକାରୀମାନେ ଏହି ଏଟିଏମ ସ୍ଥାପନକୁ ନେଇ କହିଛନ୍ତି, ‘ଇଗତପୁରୀ ଏବଂ କସାରାରେ କିଛି ସମୟ ପାଇଁ ସିଗନାଲଟି ଅଦୃଶ୍ୟ ହୋଇଯାଇଥିଲା। ଏଠାରେ ନେଟୱାର୍କ ସମସ୍ୟା ଅଛି ଏବଂ କିଛି ସୁଡ଼ଙ୍ଗ ମଧ୍ୟ ଅଛି। ଯେଉଁ କାରଣରୁ ଏଭଳି ଅସୁବିଧା ପରିଲକ୍ଷିତ ହୋଇଥିଲା। ଭୁସାଭଲ ଡିଆରଏମ (ଡିଭିଜନାଲ ରେଲୱେ ମ୍ୟାନେଜର) ଇତି ପାଣ୍ଡେ କହିଛନ୍ତି, ଟ୍ରେନରେ ଏଟିଏମ ସ୍ଥାପନର ପରୀକ୍ଷଣର ଫଳାଫଳ ଭଲ ଥିଲା। ଏବେ ଲୋକମାନେ ଚଳନ୍ତା ଟ୍ରେନରେ ମଧ୍ୟ ଟଙ୍କା ଉଠାଇ ପାରିବେ। ମେସିନର କାର୍ୟ୍ୟଦକ୍ଷତା ଉପରେ ନିରନ୍ତର ତଦାରଖ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login