ନୂଆଦିଲ୍ଲୀ : ଉତ୍ତର କୋରିଆରୁ ଏକ ଆଶ୍ଚର୍ୟ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ବିଶେଷ କରି ସାଉଥ୍ କୋରିଆନ୍ ଡ୍ରାମା (କେ-ଡ୍ରାମା) ସେୟାର କରୁଥିବାରୁ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି । ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ରର ମାନବଧିକାରୀଙ୍କୁ ଦାବି କରିଛନ୍ତି । ବିଦେଶୀ ଟିଭି ଶୋ ସେୟାର କରିବା ଭଳି ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯାଉଛି । ନୂଆ ଆଇନ ଅନୁଯାୟୀ, ବିଦେଶୀ ଟିଭି ଧାରାବାହିକ ବିଶେଷକରି ଦକ୍ଷିଣ କୋରିଆର ଲୋକପ୍ରିୟ ଟିଭି ଶୋ’ ସେୟାର କରିବା ପାଇଁ କିଛି ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଯେତେବେଳେ ବିଶ୍ୱର ଅନ୍ୟ ଦେଶ Netflix, Disney+ ଏବଂ YouTube ଫିଲ୍ମ ଦେଖନ୍ତି ସେତେବେଳେ ଉତ୍ତର କୋରିଆରେ ଏମିତି କିଛି କରିବା ଜୀବନ ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଛି । ଯେଉଁମାନେ ଏହି ଧାରାବାହିକଗୁଡ଼ିକୁ ସେମାନଙ୍କ ପଡ଼ୋଶୀ କିମ୍ବା ବନ୍ଧୁମାନଙ୍କ ସହିତ ସେୟାର କରନ୍ତି ସେମାନଙ୍କୁ ‘ଅପରାଧୀ’ ଘୋଷଣା କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଯାହାର ମୃତ୍ୟୁଦଣ୍ଡ ସଂଖ୍ୟା କୋଭିଡ୍- ୧୯ ପରଠାରୁ ବଢିବାରେ ଲାଗିଛି ।
ଉତ୍ତର କୋରିଆରେ ଫିଲ୍ମ ଦେଖିବା ମନା ; ଦେଖିଲେ ମିଳୁଛି ଭୟଙ୍କର ଦଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











