The Ultimate Managed Hosting Platform
ADVERTISEMENT

ଇଦରେ ଆଜି ଖୋଲା ରହିବ ବ୍ୟାଙ୍କ

Facebook
Twitter
LinkedIn

ନୂଆଦିଲ୍ଲୀ : ଇଦରେ ଆଜି ଖୋଲା ରହିବ ବ୍ୟାଙ୍କ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରିଜର୍ଭ ବ୍ୟାଙ୍କ। ବର୍ଷ ଶେଷ ଆର୍ଥିକ କାରବାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଆରବିଆଇ। ମାର୍ଚ୍ଚ ୩୧ରେ ରାଜସ୍ବ ବର୍ଷ ଶେଷ ହେଉଥିବାବେଳେ ଇଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରାଯାଇଥିଲା। ମାତ୍ର ଏହି ନିର୍ଦ୍ଦେଶକୁ ପ୍ରତ୍ୟାହୃତ କରାଯାଇଛି। ଆଜି ସମସ୍ତ ପ୍ରକାର ବ୍ୟାଙ୍କ କାର୍ୟ୍ୟ ଚାଲିବାରିବ। ଆର୍ଥିକ ବର୍ଷ ଶେଷ ଦୃଷ୍ଟିରୁ କରଦାତାଙ୍କ ସୁବିଧା ଓ ସୁଷମ ବ୍ୟାଙ୍କ କାରବାର ଲାଗି ଏହି ପଦକ୍ଷେପ ନିଆଯାଇଛି। ସାଧାରଣତଃ ଇଦ୍ ଲାଗି ହିମାଚଳ ପ୍ରଦେଶ ଓ ମିଜୋରାମ ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ ଛୁଟି ଘୋଷଣା ହୋଇଥାଏ। ସେହିପରି ଆଜି ବି ଆୟକର କାର୍ୟ୍ୟାଳୟଗୁଡିକ ଦେଶବ୍ୟାପୀ ଖୋଲିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login