The Ultimate Managed Hosting Platform
ADVERTISEMENT

ଆଜି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ 

Facebook
Twitter
LinkedIn

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍ର ଆଉ ଏକ ଚର୍ଚ୍ଚିତ ଯୋଡ଼ି । ଆଜି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ । ଗତକାଲିଠାରୁ ବିବାହ ପର୍ବ ଆରମ୍ଭ ହୋଇଯାଇଛି । ଚେମ୍ବୁରର ଆର କେ ହାଉସରେ ବିବାହ ପର୍ବ ଆରମ୍ଭ ହୋଇଛି । ପ୍ରଥମେ ଗଣେଶ ପୂଜା ଓ ପରେ ମେହେନ୍ଦି ଏବଂ ସଂଗୀତ ହୋଇଥିଲା ।ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର ପ୍ରମୁଖ ମେହେନ୍ଦି ସେରିମୋନିରେ ଭାଗ ନେଇଥିଲେ । ଆଜି ପ୍ରଥମେ ପିତୃପୂଜା କରାଯିବ । ରଣବୀର ତାଙ୍କ ପିତା ଦିବଂଗତ ଅଭିନେତା ଋଷି କପୁରଙ୍କ ପାଇଁ ଏକ ବିଶେଷ ପୂଜା କରିବେ ଏବଂ ତା’ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟଙ୍କ ସମେତ ଉଭୟ ପରିବାରର ଅତିଥିମାନେ ବାସ୍ତୁରେ ପହଞ୍ଚି ସ‌ାରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login