The Ultimate Managed Hosting Platform
ADVERTISEMENT

ଆଜି ଗାଡି ଚେକିଂ କଡାକଡି

Facebook
Twitter
LinkedIn

ଭୁବନେଶ୍ୱର : ରାସ୍ତାରେ ମଦ ପିଇ ଗାଡିଚାଳନା ରୋକିବାକୁ କଡାକଡି ଚେକିଂ । ରାଜ୍ୟର ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିଶନର । ମଦ ପିଇ ଡ୍ରାଇଭ, ମାତ୍ରାଧିକ ସ୍ପିଡ, ବିନା ହେଲମେଟରେ ଗଲେ ତଣ୍ଡ । ବାଇକରେ ତିନି ଜଣ ବସି ଡ୍ରାଇଭ, ରଙ୍ଗରୁଟରେ ଗଲେ ଗଣିବେ ତଣ୍ଡ ଗଣିବେ । ଆଜି ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ନେଇ ବିଶେଷ ସୂଚନା । ଜାନୁଆରୀ ୧ରେ ସମସ୍ତ ଇ-ଚାଲାଣ ନେଇ ଜଣାଇବାକୁ ନିଦେ୍ର୍ଦଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login