ମେଷ:- ଆଜି ଆପଣଙ୍କ ରାଶିରେ ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଜନିତା ସମସ୍ୟା ରହିଥିବାର ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନେବାର ଆବଶ୍ୟକ ରହିଛି । ଚାକିରିରେ ଉନ୍ନତି ଯୋଗ ରହିବା ସହ ସମ୍ମାନୀତ ହେବାର ଯୋଗ ମଧ୍ୟ ରହିଛି । ଯଦି ପ୍ରୈମ ସଂପର୍କ କଥା କହିବେ ଖୁସି ଖବର ବି ପାଇପାରିବେ । ଛାତ୍ରଛାତ୍ରୀଙ୍କ ଦିନଟି ଏତେ ଶୁଭ ଫଳ ପ୍ରଦାନ ନକରିବାର ଯୋଗ ରହିଛି ।
ବୃଷ:- ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ଧାର୍ମିକ କାର୍ଯ୍ୟରେ ୍ୋଗଦାନ କରିବାର ଯୋଗ ରହିଛି । ଆୟର ଯୋଗ ରହିଥିବା ବେଳେ ଅଧିକ ଖର୍ଚ୍ଚାନ୍ତର ମଧ୍ୟ ରହିଛି ଯୋଗ । ଯଦି କେହି ଆପଣଙ୍କୁ ଉଦ୍ଧାର ମାଗୁଛନ୍ତି ତାହା ଆଜିର ଦିନରେ ଦିଅନ୍ତୁ ନାହିଁ । ଉପରିସ୍ଥ ସ୍ତରରୁ ଖୁସିର ଖବର ମିଳିପାରେ ।
ମିଥୁନ:- ଯଦି ଆପଣଙ୍କର କୌଣସି ବାକି କାର୍ଯ୍ୟ ରହିଯାଇଛି ତାହା ଆଜି ସଫଳତାର ସହ ପୁର୍ଣ୍ଣ ହେବାର ଯୋଗ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିପାରେ । କାହାର ଉପକାର କରି ଖୁସି ଅନୁଭବ କରି ପାରନ୍ତି । ପରିବାର ପାଇଁ ଦିନଟି ଶୁଭ ଫଳ ପ୍ରଦାନ କରିବ । ବ୍ୟବସାୟୀ ମାନେ ବେପାର କ୍ଷେତ୍ରରେ ଲାଭବାନ ହୋଇ ପାରିବେ ।
କର୍କଟ:- ବିପଦପୁର୍ଣ୍ଣ କାର୍ଯ୍ୟକଳାପରୁ ଆଜିର ଦିନରେ ଦୂରତା ଅବଲମ୍ବନ କରନ୍ତୁ । ବିନା କାରଣରେ ଆଜି ଦିନଟି ଆପଣଙ୍କୁ ଚିନ୍ତିତ କରିପାରେ । ବ୍ୟାବସାୟରେ ସାବଧାନତା ଅବଲମ୍ବନ କରିବାର ରହିଛି ଆବଶ୍ୟକତା । ଭଲ ସୁଯୋଗର ଲାଭ ଉଠାଇବାରେ ହାତଛଡା କରନ୍ତୁ ନାହିଁ । ପରିବାର କ୍ଷେତ୍ରରେ ସୁଖ ଓ ସନ୍ତୁଷ୍ଟର ବାତାବରଣ ସୃଷ୍ଟି ହେବ ।
ସିଂହ:- ହଠାତ୍ ଆଜି କୌଣସି ସ୍ଥାନରୁ ଧନପ୍ରାପ୍ତିର ରହିଛି ଯୋଗ । କର୍ମ କ୍ଷେତ୍ରରେ ସଫଳତାର ରହିଛି ପୁର୍ଣ୍ଣ ସମ୍ଭାବନା । ସନ୍ଧ୍ୟା ସୁଦ୍ଧା ଖୁସି ଖବର ପ୍ରାପ୍ତର ରହିଛି ଯୋଗ । ବ୍ୟବସାୟରେ ରହିଛି ଲାଭର ବିଶେଷ ସମ୍ଭାବନା । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦୂର ସ୍ଥାନ ଯାତ୍ରାର ରହିଛି ସମ୍ଭାବନା ।
କନ୍ୟା:- ସନ୍ତାନ ଓ ସନ୍ତତି ପାଇଁ ସାମନ୍ୟ ଚିନ୍ତା ଆପଣଙ୍କୁ ଗ୍ରାସି ପାରେ । ଅର୍ଥ ନିବେଶ ପାଇଁ ଆଜି ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ । କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଆଜି ଆପଣ ନେଇ ପାରନ୍ତି । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଶୁଭ ଫଳ ପ୍ରଦାନ କରିବା ସହ ସଫଳତା ଆଣିଦେବ ।
ତୁଳା:- ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ଯଦି କୌଣସି ନୂତନ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଆଜି ହିଁ ଆରମ୍ଭ କରନ୍ତୁ । ରାଜନୀତି କ୍ଷେତ୍ରରେ ସମ୍ମାନର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ଦାୟୀତ୍ୱବାନ ହେବେ । ଗୃହ ମଧ୍ୟରେ ପୂଜା ପାଠ ଆୟୋଜନର ରହିଛି ଯୋଗ ।
ବିଛା- ଆପଣଙ୍କ ଜୀବନରେ କରିଥିବା ଭଲ କର୍ମ ଗୁଡିକର ଶୁଭଫଳ ଆଜି ପ୍ରାପ୍ତ ହୋଇପାରେ । ବ୍ୟବସାୟରେ ଅଧିକ ଲାଭର ରହିଛି ଯୋଗ । ପୁରୁଣା ଋଣକୁ ଆଜି ଆପଣ ପରିଶୋଧ କରି ପାରନ୍ତି । ଦୀର୍ଘଦିନରୁ ଅଟକି ଥିବା ଧନ ଆଜି ଆପଣଙ୍କୁ ପ୍ରାପ୍ତି ହୋଇପାରେ ।
ଧନୁ:- ଆଜି ଆପଣଙ୍କ ରାଶିରେ ବଡ ସଫଳତାର ରହିଛି ଯୋଗ । ସ୍ୱାସ୍ଥ୍ୟ ଅବସ୍ଥା କଥା କହିଲେ ତାହା ଆଜି ମଧ୍ୟମ ରହିବ । ଧନ ପ୍ରାପ୍ତିର ଯୋଗକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଅଧିକ ପରିଶ୍ରମର ଯୋଗ ମଧ୍ୟ ରହିଛି । ବ୍ୟବସାୟ କ୍ଷେତ୍ରରେ ସାବଧାନତାର ରହିଛି ଆବଶ୍ୟକ ।
ମକର:- ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକ ରହିଛି । ଧନ ପ୍ରାପ୍ତି ମଧ୍ୟ ହୋଇ ପାରେ । ଯଦି କୌଣସି ପରୀ୩ା ଦେଇଛନ୍ତି ତେବେ ତହିଁରେ ଆପଣ ଉତିନ୍ନ ହୋଇ ପାରନ୍ତି । ପ୍ରେମ ସଂପର୍କରେ ଆସିନ ନିବିଡତା । ଅଯଥା କଳହ ସ୍ଥାନରୁ ଯାଥା ସମ୍ଭବ ଦୂରତା ଅବଲମ୍ବନ କରନ୍ତୁ । ଯଦି କୌଣସି ନୂତନ ଦ୍ରବ୍ୟ କିଣିବାକୁ ଚାହୁଁଛନ୍ତି ତେବେ ଆଜି ହିଁ କିଣନ୍ତୁ ।
କୁମ୍ଭ:- ପରିବାର ଲୋକଙ୍କ ସହ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିବାର ରହିଛି ଯୋଗ । ନୂଆ ଚାକିରୀ ଆଜି ଆପଣଙ୍କ ପ୍ରାପ୍ତ ହେବାର ରହିଛି ସମ୍ଭାବନା ।ବ୍ୟବସାୟ କ୍ଷେତ୍ରରେ ଉତ୍ତମ ଲାଭ ହେବାର ସୁଯୋଗ । ଛାତ୍ରଛାତ୍ରୀ ମାନେ ବିଦ୍ୟାରେ ମନ ନିବେଶ କରିବେ ।
ଆଜି କିପରି ରହିବ ଆପଣଙ୍କ ଭାଗ୍ୟ ।

Facebook
Twitter
LinkedIn
Facebook
Twitter
LinkedIn
Related Posts
Recent News
ପାରା ପାଇଁ ମରଣାନ୍ତକ ଆକ୍ରମଣ
ପୁରୀ : ପାରା ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବାଲିସାହି ସ୍ଥିତ ବାପୁଜୀ କ୍ଲବ ନିକଟରେ ଅଭାବନୀୟ ଘଟଣା । ପୋଷା ପାରାକୁ ତାଙ୍କ ପଡୋଶୀ...
ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ
ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !
ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ; ୪ ମୃତ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର...