The Ultimate Managed Hosting Platform
ADVERTISEMENT

ଆଖି ବୁଜିଲେ ମାଲାୟାଲାମ ଟିଭି ଅଭିନେତ୍ରୀ ଅପର୍ଣ୍ଣା

Facebook
Twitter
LinkedIn

ମୁମ୍ବାଇ : ମାଲାୟାଲମ୍ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ନିଧନ ହୋଇଛି। ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି। ଅଭିନେତ୍ରୀ ୩୧ ବର୍ଷର ଥିଲେ। ହଠାତ୍ ତାଙ୍କ ପରଲୋକରେ ତାଙ୍କ ଫ୍ୟାନ୍ମାନଙ୍କୁ ଗଭୀର ଝଟ୍କା ଲାଗିଛି। ଅଭିନେତ୍ରୀଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ରିପୋର୍ଟ ଅନୁସାରେ, ଅପର୍ଣ୍ଣା ଗୁରୁବାର ରାତିରେ ଥିରୁଅନନ୍ତପୁରମ୍ର କରମନାସ୍ଥିତ ନିଜ ଘରେ ବେହୋସ୍ ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

ADVERTISEMENT

Login