The Ultimate Managed Hosting Platform
ADVERTISEMENT

ଆଉ ଦିନକ ପରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଗଣେଶଙ୍କ ପୂଜା

Facebook
Twitter
LinkedIn

ଭୁବନେଶ୍ୱର : ପାଖେଇ ଆସିଲାଣି ପ୍ରଥମ ପୂଜ୍ୟ ବିଘ୍ନ ବିନାଶକ ଗଣେଶଙ୍କ ପୂଜା । ଆଉ ଦିନକ ପରେ ସର୍ବତ୍ର ପୂଜା ପାଇବେ ପ୍ରଭୁ ଶ୍ରୀ ଗଣେଶ । ଏଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଗଜାନନଙ୍କ ପୂଜା ପାଇଁ ଚାଲିଛି ବିଭିନ୍ନ ପ୍ରସ୍ତୁତି । ସେପଟେ ମୂର୍ତ୍ତି ନିର୍ମାଣ କରିବା ପାଇଁ ବ୍ୟସ୍ତ ଅଛନ୍ତି ଶିଳ୍ପୀ ଓ କାରିଗର ।ପ୍ରଥମ ପୂଜ୍ୟଙ୍କ ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ସମଗ୍ର ପ୍ରସ୍ତୁତି ଲାଗି ରହିଛି । ଏହାରି ମଧ୍ୟରେ କାରିଗରମାନେ ଦିନ ରାତି ଲାଗିପଡିଛନ୍ତି ମୂର୍ତ୍ତି ତିଆରି କରିବାରେ । ଗଣେଷଙ୍କୁ ବିଭିନ୍ନ ରୂପ ଓ ବେଶରେ ସୁସଜ୍ଜିତ କରି ଶେଷ ସ୍ପର୍ଶ ଦେବାରେ ମଗ୍ନ ରହିଛନ୍ତି ଶିଳ୍ପୀ । ଗଜାନନଙ୍କ ପୂଜା ପାଇଁ ସବୁଠୁ କାମ ଆରମ୍ଭ ହୋଇ ଗଲାଣି । ବିଘ୍ନ ବିନାଶକଙ୍କ ପୂଜାକୁ ଆହୁରି ଧୁମଧାମରେ କରିବା ପାଇଁ ସବୁଠି କାର୍ଯ୍ୟକ୍ରମ ଜୋରସୋରରେ ଆରମ୍ଭ ହୋଇଗଲାଣି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login