The Ultimate Managed Hosting Platform
ADVERTISEMENT

ଆଇସିୟୁରେ ଚିକିତ୍ସିତ ମହିଳାଙ୍କୁ ଦୁଷ୍କର୍ମ !

Facebook
Twitter
LinkedIn

ରାଜସ୍ଥାନ : ଆଇସିୟୁରେ ଚିକିତ୍ସିତ ମହିଳାଙ୍କୁ ଦୁଷ୍କର୍ମ । ରାଜସ୍ଥାନର ଅଲବାର ଜିଲ୍ଲାର ଇଏସାଇସି ମେଡିକାଲ କଲେଜରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଆଇସିୟୁ ରେ ଥିବା ଜଣେ ମହିଳାଙ୍କୁ ଦୁର୍ବୁବ୍ୟହାର କରିଛନ୍ତି ନର୍ସିଂ କର୍ମଚାରୀ । ଏମଆଇଏ ଥାନାରେ ମାମଲା ରୁଜୁ କରାଯାଇଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ପରେ ଯାଞ୍ଚ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁଯାୟୀ, ଜଣେ ୩୨ବର୍ଷୀୟ ମହିଳାଙ୍କ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ୍ ୪ରେ ମହିଳାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସକାଳେ ପୀଡିତାଙ୍କ ଚେତା ଫେରିବା ପରେ ସେ ତାଙ୍କ ପରିବାରକୁ ସମସ୍ତ ଘଟଣା ସମ୍ବନ୍ଧରେ ଜଣାଇଥିଲେ । ଏହା ସହିତ ହସ୍ପିଟାଲର ପ୍ରଶାସନ ଏହି ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ପୀଡିତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ : କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ପରିସରରେ ୬ଫୁଟର ଏକ ସୁନ୍ଦର ବାଲୁକା କଳା ନିର୍ମାଣ...

ADVERTISEMENT

Login