କେନ୍ଦ୍ରାପଡା : ଆଇଟମ ମାଚ ପାଇଁ ରଣକ୍ଷେତ୍ର ହେଲା ଯାତ୍ରାମଞ୍ଚ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବଲକର କୁଦନଗରୀ ସ୍ଥିତ ଶୁକ ପରିଷଦ ଆଶ୍ରମରେ ମାଘ ମେଳା ପାଇଁ ଆୟୋଜନ ହୋଇଥିଲା ଯାତ୍ରା । ଏଥି ପାଇଁ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଷ୍ଟେଜ ଶୋ ପାଇଁ ଆଣିଥିଲେ ଶୁକ ପରିଷଦ । ନିଶାଙ୍କ ନ୍ୟୁଡ ନୃତ୍ୟ ଦେଖିବା ପରେ ଆରମ୍ଭ ହୋଇଥିଲା ହୋହଲ୍ଲା । ନୃତ୍ୟ ବନ୍ଦ କରିବାକୁ କିଛି ଦର୍ଶକ କହିଥିବା ବେଳେ ଯାତ୍ରା କମିଟି ଓ କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି ଜିଦି କରଇଥିଲେ । ଏହା ପରେ ଧସ୍ତାଧସ୍ତି ବଚସା ହୋଇଥିଲା । ପରେ ଧସ୍ତାଧସ୍ଥି ,ପିଟାପିଟି ଓ ଚେୟାର ଫୋଫଡା ଓ ଭାଙ୍ଗିବା ଯୋଗୁ ସହ ଶହ ଶହ ଦର୍ଶକ ଆହତ ହୋଇ ଖଣ୍ଡିଆ ଖାବରା ହୋଇଛନ୍ତି । ଯାତ୍ରା କଳାକାର ନିଜକୁ ସୁରକ୍ଷା ପାଇ ଗୋଟିଏ ସ୍ଥାନରେ ଏକଯୁଟ ହେବା ସହ ନିଶା ଭୟରେ ଅଧା ନୃତ୍ୟରୁ ପେଣ୍ଡାଲ ଛାଡି ପଳାଇଗଲେ । ଉପସ୍ଥିତ ଦର୍ଶକ ନାଟକ ନଦେଖି ନିରାଶ ହୋଇ ଅଧରାତିରେ ଘରକୁ ଫେରିଛନ୍ତି । ତେବେ ସ୍ଥାନୀୟ ପୋଲିସର ଅବହେଳା ଯୋଗୁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ଯାତ୍ରା କମିଟି ଅଭିଯୋଗ କରିଛି ।
ଆଇଟମ ନାଚ ପାଇଁ ଯାତ୍ରାମଞ୍ଚ ପାଲଟିଲା ରଣକ୍ଷେତ୍ର, ଗଣ୍ଡଗୋଳରେ ୨ ଗୁରୁତର
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







