The Ultimate Managed Hosting Platform
ADVERTISEMENT

ବୃଦ୍ଧାଙ୍କୁ ଗୋଡାଇ ମାରିଲା ପାଗଳ ଷଣ୍ଢ

Facebook
Twitter
LinkedIn

ବାରଙ୍ଗ : ବୃଦ୍ଧାଙ୍କୁ ଗୋଡ଼ାଇ ମାରିଲା ପାଗଳ ଷଣ୍ଢ । ଚିକିତ୍ସିତ ଅବସ୍ଥାରେ ଆଜି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ହେମଲତା ଦାସ । ରାଜଧାନୀ ଉପକଣ୍ଠ ରୋକୋଟ ଗ୍ରାମରେ କିଛି ଦିନ ହେବ ପାଗଳ ଷଣ୍ଢ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମର କିଛି ଯୁବକ ଆହତ ମଧ୍ୟ ହୋଇଛନ୍ତି । ବିଏମସିରେ ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣୁ ନଥିବାରୁ ପଟିଆ ଷ୍ଟେସନ୍ ଓ ବାଲିଯାତ୍ରା ପଡ଼ିଆ ପର୍ୟ୍ୟନ୍ତ ସଂଯୋଗ କରୁଥିବା ରାସ୍ତା ଅବରୋଧ କରି ଧାରଣାରେ ଗ୍ରାମବାସୀ । ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login