The Ultimate Managed Hosting Platform
ADVERTISEMENT

ଅନେକ ଆମ ସମ୍ପର୍କରେ –ଜୟଦେବ

Facebook
Twitter
LinkedIn

ଭୁବନେଶ୍ୱର :ଭୂପିନ୍ଦରଙ୍କ ପ୍ରସଙ୍ଗରେ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା । କଂଗ୍ରେସ ଏକମାତ୍ର ବିକଳ୍ପ , କାରଣ ବିଜେପି-ବିଜେଡି ଏକ । ଦଳ ଛାଡିଥିବା ନେତାଙ୍କୁ ଫେରିବାକୁ ଆହ୍ୱାନ ଦେଇଛୁ । ଭୂପିନ୍ଦର ଜାଣନ୍ତି କଂଗ୍ରେସ ପ୍ରସଙ୍ଗକୁ ନେଇ ଲଢେଇ କରୁଛି । ଭବିଷ୍ୟତରେ କଂଗ୍ରେସ ସରକାର କରିବ ଓଡିଶାରେ । ଅନେକଙ୍କୁ ଯୋଗାଯୋଗ କରିଛୁ , ଅନେକ ଆମ ସମ୍ପର୍କରେ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login