ଭୁବନେଶ୍ୱର : ବିଭିନ୍ନ କମିଟି ଓ ପିଏସିିରୁ ବାଦ ପଡିବା ପରେ ଭୂପିନ୍ଦରଙ୍କ ସିଂଙ୍କ ବିସ୍ଫୋରଣ । କାହିଁକି ବାଦ ପଡିଲି ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଜାଣିଥିବେ । ମୁଁ ସବୁବେଳେ ଖୁସି, ଲୋକଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖେ ଅଛି । ବିଧାୟକ ନ ଥିଲେ ବି ଅଧିକ ସମ୍ମାନ ପାଉଛି । ମୁନା ଖାନ ନିଜ ପଦକୁ ନେଇ ଖୁସି ନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଆହୁରି ବି ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖରେ ଖବର ଅଛି । ଲୋକଙ୍କ ଧାରଣା, ବିଜେଡିରେ ବିଶେଷ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇନି । ଯଦି ଏହା ଉପରେ ବିଚାର ନ କରାଯାଏ ଆଗକୁ ଦଳ ପାଇଁ ଠିକ ହେବନି । ବିଜେଡି ଦୃଢ ବିରୋଧୀ ଦଳ ହୋଇ ପାରୁନି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା । ବିଜେପି ସାଙ୍ଗରେ ବିଜେଡି ସବୁବେଳେ ସଫ୍ଟଲାଇରେ ରୁହେ ।ଚର୍ଚ୍ଚା ବି ହେଉଛି, ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା ବିଜେଡି । ଚର୍ଚ୍ଚାକୁ ଯଦି ଆମେ ମିଛ ଭାବିବା ତାହେଲେ ଫଳ କିଛି ମିଳିବନି ।
ଏବେ ଆଇପିଏଲ ଚାଲିଛି , ଭଲ ପ୍ଲେୟାରଙ୍କ ସମସ୍ତେ ନେବାକୁ ଚାହିଁବେ । ମୁଁ ଗୋଟେ ଭଲ ପ୍ଲେୟାର, ମୋ ପାଖରେ ସମର୍ଥନ ଅଛି । ଏବେ ମୋତେ କଂଗ୍ରେସର ଅଫର ଆସିଲାଣି । ୨୪ ନିର୍ବାଚନରେ ବିଜେପି ଅଫର ଦେଇଥିଲା, ଏବେବି ଦେଉଛନ୍ତି । କଳାହାଣ୍ଡିରେ କଂଗ୍ରେସକୁ ଆମେ ମଜବୁତ କରିଛୁ । କଂଗ୍ରେସ ଯାଉଛନ୍ତି କି ପ୍ରଶ୍ନରେ କହିଲେ ଭବିଷ୍ୟତକୁ କାହିଁକି ଯାଉଛ ।
ପିଏସିରୁ ବାଦ ପଡିବା ପରେ ଭୂପିନ୍ଦରଙ୍କ ବିସ୍ଫୋରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











