The Ultimate Managed Hosting Platform
ADVERTISEMENT

ଅନୁଗୁଳ ଛେଣ୍ଡିପଦାରେ ରାଜନୈତିକ ହିଂସା, ଯୁବକକୁ ଖଣ୍ଡାରେ ହାଣିଲେ

Facebook
Twitter
LinkedIn

ଅନୁଗୁଳ: ଅନୁଗୁଳ ଛେଣ୍ଡିପଦାରେ ରାଜନୈତିକ ହିଂସା । ଛେଣ୍ଡିପଦା ଥାନା ହାଣ୍ଡିଗୁଡା ଗାଁରେ ରାଜନୀତିକୁ ନେଇ ଜଣେ ଯୁବକଙ୍କୁ କିଛି ଲୋକ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ ସେହି ଗାଁର ଗୋବିନ୍ଦ ପ୍ରଧାନ । ଗୋବିନ୍ଦଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login