ପୁରୀ : ଅଣହିନ୍ଦୁଙ୍କୁ ରୋକିବେ ସେବାୟତ । ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦକ୍ଷେପ । ଆସନ୍ତା ୧୪ରୁ ସିଂହଦ୍ୱାର ଜଗିବେ ୨ ଦଣ ପ୍ରତିହାରି ସେବକ । ପ୍ରଥମ ପର୍ଯ୍ୟାୟରେ ସକାଳେ ଓ ସନ୍ଧ୍ୟାରେ ମୁତୟନ ହେବେ । ପରବର୍ତ୍ତୀ ଅବସ୍ଥାରେ ଚାରିଦ୍ୱାରରେ ପ୍ରତିହାରି ସେବକ ଜଗିବେ । ପ୍ରତିହାରି ନିଯୋଗ ସମ୍ପାଦକ ରାମନାରୟଣ ଗୋଚ୍ଛିକାରଙ୍କ ସୂଚନା ।
Views: 86











