The Ultimate Managed Hosting Platform
ADVERTISEMENT

ଅଜଣା ଗାଡି ଧକ୍କାରେ ଯୁବକଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ବାଙ୍କୀ : ଅଜଣା ଗାଡି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଢଂସର ନିକଟରେ ଖୋର୍ଦ୍ଧା-ବାଙ୍କୀ ରାସ୍ତା ରୋକିଲେ ଉତ୍ତ୍ୟକ୍ତ ଲୋକେ । ମୃତକ ହେଲେ ଭୀମସେନ ପ୍ରଧାନ । ଆଶ୍ରମ ପୋଖରୀକୁ ଗାଧୋଇବାକୁ ଗଲା ବେଳେ ହାଇୱା ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଫେରାର ହୋଇଯାଇଛି ଗାଡି । କ୍ଷତିପୂରଣ ଦାବିରେ ବସିଲେ ଶତାଧିକ ଲୋକ । ଫଳରେ ଶହ ଶହ ଗାଡି ଅଟକି ରହିଛି । ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login