ବୁରୋ : ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭଦିନ ବୋଲି କୁହାଯାଇଛି। ତେବେ ଏହି ଦିନ କିଛି କାମ ଏଭଳି ଅଛି, ଯାହାକୁ କରିବା ଦ୍ବାରା ଧନଲାଭ ହୁଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ।
ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଅଭିଷେକ ସମୟରେ ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ।
ଧର୍ମ ଗ୍ରନ୍ଥରେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ମନ୍ତ୍ର ଓ ସ୍ତୁତି ପାଠ କରନ୍ତୁ। ଏଥିରୁ ଶ୍ରୀସୁକ୍ତ ଅନ୍ୟତମ। ଅକ୍ଷୟ ତୃତୀୟାରେ ନାଲି ପୋଷାକ ପିନ୍ଧି ଦେବୀ ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ ଏବଂ ଶ୍ରୀସୁକ୍ତ ପାଠ କରନ୍ତୁ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ରାଶି ଅନୁସାରେ ମନ୍ତ୍ର କୁହାଯାଛି। ଏହି ମନ୍ତ୍ରକୁ ଅକ୍ଷୟ ତୃତୀୟାରେ କରିବା ଦରକାର। ଅବଶ୍ୟ ଏହା ପୂର୍ବରୁ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଜରୁରୀ।
ଜ୍ୟୋତିଷ ଶାସ୍ତ୍ରରେ ଅନେକ ବିଶେଷ ଯନ୍ତ୍ର ସମ୍ପର୍କରେ କୁହାଯାଇଛି। ଏହା ଦ୍ବାରା ଧନଲାଭ ଯୋଗ ସୃଷ୍ଟି ହୁଏ। ଶ୍ରୀଯନ୍ତ୍ର, ମହାଲକ୍ଷ୍ମୀ ଯନ୍ତ୍ର, ମଙ୍ଗଳ ଯନ୍ତ୍ର ଏବଂ କନକଧାର ଯନ୍ତ୍ର ପ୍ରମୁଖ ଅଛି। ଏଥିରୁ ଯେକୌଣସି ଗୋଟିଏ ଯନ୍ତ୍ରକୁ ଅକ୍ଷୟ ତୃତୀୟାରେ ଘରେ ସ୍ଥାପନା କରି ପୂଜା କରନ୍ତୁ। ନିତିଦିନ ଏହାକୁ ପୂଜା କରିବା ଦ୍ବାରା ଅର୍ଥାଭାବ ରହିବ ନାହିଁ।
ଅକ୍ଷୟ ତୃତୀୟାରେ ଏହି କାମ କଲେ ବଢିବ ଧନ !
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







