ବ୍ୟୁରୋ : ସୁସ୍ଥ ରହିବାକୁ ହେଲେ ଆମକୁ ସଫାସୁତୁରା ରହିବା ଆବଶ୍ୟକ । ଖରାଦିନରେ ଅତ୍ୟଧିକ ଝାଳ ପାଇଁ ଆମ ସ୍କିନ୍ ଖରାପ ହୋଇଥାଏ । ତେଣୁ ଖାସ୍ କରି ଖରାଦିନରେ ସଫାସୁତୁରା ଉପରେ ଧ୍ୟାନ ଦେବା ଆବଶ୍ୟକ । ସଫାସୁତୁରା ଉପରେ ଗୁରୁତ୍ବ ନଦେବା ଦ୍ବାରା ସ୍କିନକୁ ନେଇ ଅନେକ ସମସ୍ୟା ଦେଖାଦେଇଥାଏ । ଯାହା ଆମ ପାଇଁ ଚିନ୍ତାର ବିଷୟ ହୋଇପଡେ । କୌଣସି ସମସ୍ୟା ନହେବା ପାଇଁ ବାହାରୁ ଘରୁକୁ ଆସିଲା ମାତ୍ରେ ତୁରନ୍ତ ଥଣ୍ଡା ପାଣିରେ ଏବଂ ସାବୁନରେ ମୁହଁ ଧୋଇବା ଉଚିତ୍ । ଯାହାଦ୍ବାରା ଝାଳ ଦୂର ହୋଇଥାଏ । ତେଣୁ ଖରାଦିନରେ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ସଫାସୁତୁରା ହେବା ଆବଶ୍ୟକ ।
ଖରାଦିନରେ ଆମେ ଆମ ତ୍ବଚାର ଚମକକୁ ନେଇ ବହୁତ ଚିନ୍ତାରେ ପଡିଯାଇଥାଉ । ବିଶେଷ କରି ଝିଅମାନେ ଖରାଦିନ ଆସିବା ମାତ୍ରେ ସେମାନେ ସେମାନଙ୍କ ତ୍ବଚା ପାଇଁ ଅନେକ କିଛି ଉପଚାର କରିଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସେମାନେ ଇଣ୍ଟରନେଟରୁ ଅନେକ ଟିପ୍ସକୁ ମଧ୍ୟ ଫଲୋ କରିଥାନ୍ତି । ଏପରି ପରିସ୍ଥିତିରେ ଆପଣ ଯଦି ସ୍କିନକୁ ସପ୍ଟ ଏବଂ ଗ୍ଲୋ କରିବାକୁ ଚାହୁଁଛନ୍ତି ତେବେ ଉପାୟ ବିଷୟରେ ଆସନ୍ତୁ ଜାଣିବା । ଯାହା ଆପଣଙ୍କ ସମସ୍ୟା ଦୂର କରିବାରେ ନିଶ୍ଚୟ ସାହାଯ୍ୟ କରିବ ।
ମୁହଁ ଧୋଇବା ସହିତ ସ୍କିନର ସପ୍ଟନେସ୍ ପାଇଁ ମଶ୍ଚୁରାଇଜ କରିବା ନିହାତି ଜରୁରୀ । ଆଲୋଭେରା ଜେଲ୍ ଏବଂ ଯେକୌଣସି କ୍ରିମ୍ ଲଗାନ୍ତୁ । ମଶ୍ଚୁରାଇଜ କରିବା ଦ୍ବାରା ତ୍ବଚାକୁ ଥଣ୍ଡା ରଖିଥାଏ । ତେଣୁ ସପ୍ତାହରେ ୨ଥର ହାଲକା ସ୍କ୍ରବ୍ କରିବା ତ୍ବଚା ପାଇଁ ଲାଭଦାୟକ । ଯାହା ଡେଡ୍ ସ୍କିନକୁ ହଟାଇବାରେ ସାହାଯ୍ୟ କରିଥାଏ ।
ଖରା ଦିନେ ସ୍କିନକୁ ନେଇ ଚିନ୍ତିତ କି ? କେମିତି କରିବେ ଟ୍ୟାନ ରିମୁଭ ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











