The Ultimate Managed Hosting Platform
ADVERTISEMENT

ମୋଦୀ ଆକାଶ ପଥରେ ଯିବାକୁ ଥିବା ବେଳେ, ସଡ଼କ ପଥରେ କାହିଁକି ଗଲେ; ନବଜୋତ ସିଂ ସିଦ୍ଧୁ

Facebook
Twitter
LinkedIn

ନୁଆଦିଲ୍ଲୀ: ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ବେଳେ, ହୋଇଥିବା ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ମାମଲା ଜୋର ଧରିଛି । ଏହି ମାମାଲକୁ ନେଇ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କେନ୍ଦ୍ର ସରକାରଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶ ପଥରେ ଯିବାକୁ ଥିବା ବେଳେ, ସେ ସଡ଼କ ପଥରେ କାହିଁକି ଯାଉଥିଲେ । ଏଥି ସହ ସୁରକ୍ଷାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ କେନ୍ଦ୍ର ଏଜେନ୍ସିକୁ ଦାୟି କରିଛନ୍ତି ।

ତେବେ ସିଦ୍ଧୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯେଉଁ ରାଲିରେ ଯୋଗ ଦେବାର ଥିଲା, ସେହି ରାଲିରେ କମ୍ ଲୋକ ଯୋଗ ଦେଇଥିବାରୁ ବା ଭିଡ଼ ହୋଇନଥିବାରୁ ଯୋଜନା କରି ବିଜେପି ସୁରକ୍ଷା ବ୍ୟବସ୍ଥା କଥା ଉଠାଇ ଛଳନା କରୁଛି । ଯାହାକି ପ୍ରଧାନମନ୍ତ୍ରୀଙ୍କ ସେହି ସଭାରେ ୭୦ ହଜାର ସିଟ୍ ପଡ଼ିଥିବା ବେଳେ, ମାତ୍ର ୫୦୦ ଲୋକ ସେଠାରେ ଯୋଗ ଦେଇଥିଲେ । ଏହାକୁ ଦେଖି ବିଜେପି ଏପରି ଏକ ପ୍ଲାନ କରିଥିବା ସେ କହିଛନ୍ତି । ଏଥି ସହ ପଞ୍ଜାବକୁ ବଦନାମ କରିବା ପାଇଁ ମଧ୍ୟ ବିଜେପି ଏପରି କରିଥାଇପାରେ ବୋଲି ସେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login