The Ultimate Managed Hosting Platform
ADVERTISEMENT

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

Facebook
Twitter
LinkedIn

ନୂଆଦିଲ୍ଲୀ : ଏବେ ଡେ଼ଲ୍ଟା ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ଠାରୁ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ଓମିକ୍ରନ ଭାରତରେ ତାର କାୟା ବିସ୍ତାର କରି ଚାଲିଥୁବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୧୧ଟି ରାଜ୍ୟକୁ ଆକ୍ରାନ୍ତ କଲାଣି ଏହି ସଂକ୍ରମଣ । ତେବେ ମହାରାଷ୍ଟ୍ରରେ ସର୍ବାଧିକ ୪୦ କୁ ବୃଦ୍ଧି ପାଇଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୨ ଛୁଇଁଛି ।

ସୂଚନା ଅନୁଯାୟୀ, ଦିନକୁ ଦିନ ଯେଉଁଭଳି ଭାବରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତାହା ଡେ଼ଲ୍ଟା ସଂକ୍ରମଣ ଠାରୁ ଆହୁରି ଭୟଙ୍କର ବୋଲି କଳ୍ପନା କରାଯାଉଛି । ଏବଂ ଲୋକଙ୍କୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦକ୍ଷିଣ ଆଫ୍ରିକା, ବ୍ରିଟେନ ଆଦି ଦେଶର ସ୍ଥିତି ଅନୁଧ୍ୟାନ କରି କହିଛନ୍ତି । ତେବେ ବର୍ତ୍ତମାନ କଳ୍ପନା କଲେ ଏହା ସ୍ପଷ୍ଟ ହେବ ଯେ ଏବେକାର ସ୍ଥିତି ଟିକେ ନିୟନ୍ତ୍ରଣ ରହିଛି । ଏପହି ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବର୍ତ୍ତମାନ ସମୟରେ ଅନାବଶ୍ୟକ ଯାତ୍ରା, ଗହଳିରେ ଏକାଠି ହେବାକୁ ବାରଣ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login