ନୂଆଦିଲ୍ଲୀ: ସଂସଦରେ ଚଳିତ ବଜେଟ ଅଧିବେସନ ୨୦୨୨-୨୩ ରେ ଦେଶର ସବୁ କ୍ଷେତ୍ରକୁ ନଜରରେ ରଖାଯାଇଥିବା ବେଳ, ଚାଷ ଓ ଚାଷୀଙ୍କ ପାଇଁ ଗୁରୁତ୍ୱ ଦିଆ ଯାଇଛି । କୃଷକ ଓ କୃଷୀର ସୁରକ୍ଷା ପାଇଁ ପ୍ରାଧାନ୍ୟ ଦେଇଛନ୍ତି । ଯାହାକି ଏଥିରେ ଚାଷୀଙ୍କ ଠାରୁ ଅଧିକ ପରିମାଣର ଧାନ ଓ ଗହମ କିଣିବା ଲକ୍ଷକୁ ବଢ଼ାଇବାକୁ ନିସ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।ସରକାରଙ୍କ ଘୋଷଣା ଅନୁସାରେ, ୧୬୩ଲକ୍ଷ ଚାଷୀଙ୍କଠୁ ୧୨୦୮ ମ୍ୟାଟ୍ରିକ୍ ଟନ ଗହମ ଏବଂ ଧାନ କିଣିବା ପାଇଁ ଯୋଜନା ରଖାଯାଇଛି । ଏମଏସପି ବାବଦକୁ ସର୍ବାଧୀକ ଟଙ୍କା ଦିଆଯିବ । ରସାୟନିକ ସାର ଉପରେ ଥିବା ନିର୍ଭରଶିଲତାକୁ ହ୍ରାସ କରାଯିବ । ଏହାସହିତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କରାଯିବ । କୃଷକମାନେ ପ୍ରାକୃତିକ ଚାଷ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ଏବଂ ଏମଏସଏମିଗୁଡିକୁ ନେଇ ଏକ ବିଶୃତ ପ୍ୟାକେଜ୍ ଉପସ୍ଥାପନ ହେବ । ଏମଏସଏମି କ୍ଷେତ୍ରରେ ୩ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସହୟତା ଯୋଗାଇ ଦିଆଯିବ । ଗଙ୍ଗା ନଦୀ ଆଖପାଖରେ ଥିବା ଜମିରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କୁ ଡିଜିଟାଲ ସୁବିଧା ଉପଲବ୍ଧ କରାଯିବ । ଯାହା ଦ୍ୱାରା ଦେଶର ଉତ୍ପାଦନ ଓ ଅର୍ଥନିତିର ଅଭିବୃଦ୍ଧି ହୋଇପାରିବ ଏବଂ ଚାଷୀମାନେ ବହୁ ପରିମାଣରେ ଲାଭବାନ ହେବେ ।
ବଜେଟରେ ଦିଆଗଲା ଚାଷୀ ଓ ଚାଷକୁ ଗୁରୁତ୍ୱ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







