The Ultimate Managed Hosting Platform
ADVERTISEMENT

SI ପରୀକ୍ଷା କେଳେଙ୍କାରୀ ; ପରୀକ୍ଷାର ତାଲିକା ମାଗିଲେ ରାଜ୍ୟ ସରକାର

Facebook
Twitter
LinkedIn

ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହାର ନେଟୱର୍କ ରାଜ୍ୟ ସାରା ବ୍ୟାପିଥିବା ଚର୍ଚ୍ଚା ହେଉଛି । ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ପରେ ସରକାରଙ୍କ ବଡ଼ ପଦକ୍ଷେପ । ବାତିଲ ହୋଇଥିବା ପରୀକ୍ଷାର ତାଲିକା ମାଗିଲେ ସରକାର। ୨୦୨୪ ଜୁନ ଠାରୁ ଆଜି ପର୍ୟ୍ୟନ୍ତ ବାତିଲ ହୋଇଥିବା ସମସ୍ତ ପରୀକ୍ଷାର ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ବିଭାଗକୁ ଚିଠି ଲେଖି ତାଲିକା ମାଗିଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ। ରିପୋର୍ଟ ଦାଖଲ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଅତ୍ୟନ୍ତ ଜରୁରୀ ଭାବେ ବିବେଚନା କରିବାକୁ କୁହାଯାଇଛି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ, ଓଡ଼ିଶା ପୋଲିସ ଷ୍ଟାଫ ସିଲେକସନ ବୋର୍ଡ, ପୋଲିସ ସିଲେକସନ ବୋର୍ଡ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଓସେପା, ଓପିଏସି, ଓଏସଏସସି, ଓଏସଏସଏସସି ଓ ଷ୍ଟାଫ ସିଲେକସନ -ହାୟର ଏଜୁକେନସକୁ ହୋଇଛି ଚିଠି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login