The Ultimate Managed Hosting Platform
ADVERTISEMENT

‘ଲୁସିଫର’ ର ପୋଷ୍ଟର ସେୟାର କଲେ ସେହେନାଜ୍ ଗିଲ୍

Facebook
Twitter
LinkedIn

ବିଗ୍ ବସ୍ ୧୩ର ବହୁ ଚର୍ଚ୍ଚିତ ଚେହେରା ସେହେନାଜ୍ ଗିଲ୍ । ତାଙ୍କ ଫନି ଅନ୍ଦାଜ ଦର୍ଶକ ମାନଙ୍କୁ ମୋହିତ କରିଦେଇଥିଲା ଯେ କେହି ବି ତାଙ୍କୁ ବିଗ୍ ବସ୍ ୧୩ ସିଜିନରେ ଦେଖିଥିଲେ, ସେମାନେ ସେହେନାଜ୍ ଗିଲଙ୍କ ଫ୍ୟାନ ହୋଇଯାଇଥିଲେ । ବିଗ୍ ବସ୍ ୧୩ର ମୁଖ୍ୟ ଆକର୍ଷଣ ଥିଲେ ସିଦ୍ଧାର୍ଥ ଶୁକ୍ଲା ଏବଂ ସେହେନାଜ୍ ଗିଲ୍ । ଏହି ଦୁହିଁଙ୍କ ଯୋଡି ଦେଖିଲେ ବହୁତ ଭଲ ଲାଗେ ମଧ୍ୟ କିନ୍ତୁ ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ସେହେନାଜ୍ ଗିଲ୍ ପୂରା ଭାଙ୍ଗିପଡ଼ିଥିଲେ ।  ସେ ବର୍ତ୍ତମାନ ସମୟରେ ନିଜକୁ ସମ୍ଭାଳୁଛନ୍ତି ।

ତେବେ ସେହେନାଜ୍ ଗିଲ୍ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ହଲିଉଡ ୱେବ ସୋ ‘ଲୁସିଫର’ ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରରେ ସେହେନାଜ୍ ଗିଲଙ୍କ ସହିତ ଲିଡ଼ ଆକ୍ଟର ଟିମ୍ ଏଲିସ୍ ପ୍ରମୁଖ ଭୂମିକାରେ ନଜର ଆସିବେ । ସେହେନାଜ୍ ଗିଲଙ୍କ ପୋଷ୍ଟର ଦେଖିଲେ ଲାଗୁଛି, ସେ ଯେପରି ନେଟଫ୍ଲିକ୍ସରେ ଖୁବ୍ ଶୀଘ୍ର ଡେବ୍ୟୁ କରିପାରନ୍ତି । ତେବେ ସେହେନାଜ୍ ଗିଲଙ୍କ ପୋଷ୍ଟର ଦେଖି ଦର୍ଶକମାନେ ବେସ୍ ଉତ୍ସାହିତ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

ADVERTISEMENT
ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

Login