April 29, 2024 9:39 pm

The Ultimate Managed Hosting Platform
ADVERTISEMENT

ଏସିଆନ୍ ଚମ୍ପିଆନ୍ସ ଟ୍ରଫି ହକି; ସେମି ଫାଇନାଲରେ ଭାରତ- ଜାପାନ ମୁକାବିଲା

Facebook
Twitter
LinkedIn

ଢାକା: ଚଳିତ ଏସିଆନ୍ ଚମ୍ପିଆନ୍ସ ଟ୍ରଫି ହକିରେ ସେମି ଫାଇନାଲ୍ ଖେଳିବ ଭାରତ ସହିତ ଜାପାନ । ତେବେ ପ୍ରଥମ ସେମିରେ ସାଉଥ କୋରିଆ ସହିତ ପାକିସ୍ତାନ ଥିବା ବେଳେ, ଦ୍ୱିତୀୟରେ ଭାରତକୁ ଭେଟିବ ଜାପାନ । ଏଥିରେ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଫାଇନାଲରେ ସ୍ଥାନ ସଂଗ୍ରହ ପାଇଁ ଯୋରଦାର ପ୍ରସ୍ତୁତି କରିଥିବା ସୂଚନା ରହିଛି ।

ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ବିଜୟ ଧାରା ଜାରି ରଖିଥିଲା ଟିମ୍ ଇଣ୍ଡିଆ । ଯାହାକି ସେଥିରେ ସମସ୍ତଙ୍କୁ ପଛରେ ପକାଇ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ତେଣୁ ପ୍ରଥମ ସ୍ଥାନର ଲିଗ୍ ପର୍ଯ୍ୟାୟ ସମାପ୍ତ କରିବା ପରେ ସେମି ଫାଇନାଲରେ ଜାପାନକୁ ଭେଟିବାକୁ ଯାଉଛି । ୧୯ ଡିସେମ୍ବରରେ ଭାରତ ଶେଷ ଲିଗ୍ ମ୍ୟାଚରେ ଜାପାନ ସହ ମୁହାଁମୁହିଁ ହୋଇଥିଲା । ଏଥିରେ ଭାରତ ଏକତରଫା ଭାବେ ଜାପାନକୁ ପରାସ୍ତ କରିଥିଲା ।ଏଥିରେ ମଧ୍ୟ ତାହା ଦୁହରାଇବାକୁ ଆଶ ରଖିଛି ଟିମ୍ ଇଣ୍ଡିଆ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାମାଙ୍କନ ଭରିଲେ ବାଲିଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର

ନାମାଙ୍କନ ଭରିଲେ ବାଲିଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର

ଭୁବନେଶ୍ୱର : ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର। ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚକ୍ରମଣୀ କହଁରଙ୍କ...

ADVERTISEMENT
ଆମେଠି ଲୋକସଭା ଆସନରୁ ନାମାଙ୍କନ ଭରିଲେ ସ୍ମୃତି ଇରାନୀ

ଆମେଠି ଲୋକସଭା ଆସନରୁ ନାମାଙ୍କନ ଭରିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ବିଜେପି ନେତ୍ରୀ ସ୍ମୃତି ଇରାନୀ ଆମେଠି ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉତ୍ତରପ୍ରଦେଶ ମନ୍ତ୍ରୀ ମୟଙ୍କେଶ୍ୱର ଶରଣ...

ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର ସମନ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର ସମନ

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ ମାମଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ । ସୋସିଆଲ ମିଡିଆରେ ଭାଇରାଲ...

Login