The Ultimate Managed Hosting Platform
ADVERTISEMENT

Rourkela Plane crash : ବିମାନ ଦୁର୍ଘଟଣା ସ୍ଥଳରେ ମନ୍ତ୍ରୀ

Facebook
Twitter
LinkedIn

ରାଉରକେଲା :ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ । ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସ୍ଥିତି ଅନୁଧ୍ୟାନ । ଦୁର୍ଘଟଣାକୁ ଅଭାବନୀୟ କହିଲେ ମନ୍ତ୍ରୀ ବିଭୂତି ଜେନା । ରାଉରକେଲା ପହଁଚିବାକୁ ଅଳ୍ପ ଦୂର ଥିଲା ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ଆହତଙ୍କ ସର୍ବୋତ୍ତମ ଚିକିତ୍ସା କରାଯାଉଛି । କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେଥିପାଇଁ ଆମେ ଚିନ୍ତିତ । ଭଗବାନ ଆମକୁ ରକ୍ଷା କରିଦେଲେ , ସମସ୍ତଙ୍କୁ ତକôାଳ ଉଦ୍ଧାର କରାଯାଇଥିଲା । ସମସ୍ତେ ଏକପ୍ରକାର ସୁରକ୍ଷିତ ଉଦ୍ଧାର ହେବା ଏକପ୍ରକାର ଭଗବାନଙ୍କ ଆଶୀର୍ବାଦ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login