The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଭିକି-କ୍ୟାଟ୍ରିନାଙ୍କ ବିବାହରେ ଡାନ୍ସ ପରଫର୍ମ କରିବେ ନେହା କକ୍କଡ଼ ଓ ତାଙ୍କ ସ୍ୱାମୀ ରୋହନପ୍ରିତ ସିଂ

Facebook
Twitter
LinkedIn

ନୂଆଦିଲ୍ଲୀ: କୌଶଲ୍ୟ ଓ କ୍ୟାଟ୍ରିନା କୈଫଙ୍କ ବିବାହ ନେଇ ବଲିଉଡରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଦିନ ଯେତିକି ପାଖେଇ ଆସୁଛି ଫ୍ୟାନ୍ସଙ୍କ ମନରେ ସେତେ ଉତ୍କଣ୍ଠା ଦେଖିବାକୁ ମିଳିଛି ଯେ, କେବେ ଏହି ଦୁଇ ପ୍ରେମୀଯୁଗଳ ବିବାହ ଭଳି ପବିତ୍ର ବନ୍ଧନରେ ଆବଦ୍ଧ ହେବେ । ତେବେ ସେହି ଦିନ ଖୁବ ଶୀଘ୍ର ପାଖେଇ ଆସୁଛି ଆଉ କେଇଟା ଦିନରେ ଭିକି କୌଶଲ୍ୟ ଓ କ୍ୟାଟ୍ରିନା କୈଫ ଏକାଠି ହୋଇଯିବେ । ଏଥିପାଇଁ ବିଭିନ୍ନ ପ୍ରସ୍ତୁତି ମଧ୍ୟ ସରିଆସିଲାଣି । ଏମିତିକି କେଉଁ କେଉଁ ଅତିଥି ଭିକି କୌଶଲ୍ୟ ଓ କ୍ୟାଟ୍ରିନା କୈଫ ବିବାହରେ ନିମନ୍ତ୍ରିତ ହୋଇ ଆସିବେ ତାହାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି ।


ସୂଚନା ଅନୁଯାୟୀ, କ୍ୟାଟ୍ରିନାଙ୍କ ଭାଇ ମଧ୍ୟ ରାଜସ୍ଥାନରୁ ଆସିସାରିଲେଣି । ଭିକି କୌଶଲ୍ୟ ଓ କ୍ୟାଟ୍ରିନାଙ୍କ ବିବାହରେ ଅନେକ ନିୟମ ରଖାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଭିକି-କ୍ୟାଟ୍ରିନାଙ୍କ ବିବାହରେ ଡ୍ୟାନ୍ସ ପରଫର୍ମ କରି ଜଲୱା ଦେଖେଇବେ ନେହା କକ୍କଡ଼ ଓ ତାଙ୍କ ସ୍ୱାମୀ ରୋହନପ୍ରିତ ସିଂ । ତେବେ ଦେଖିବାକୁ ବାକି ରହିଲା ଭିକି-କ୍ୟାଟ୍ରିନାଙ୍କ ବିବାହ କେବେ ହେଉଛି ଆଉ କେଉଁ କେଉଁ ସେଲିବ୍ରିଟି ମାନେ କିଭଳି ତାଙ୍କ ଡାନ୍ସ ପରଫର୍ମ ଦେଖେଇ ଭିକି-କ୍ୟାଟ୍ରିନାଙ୍କ ବିବାହରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login