The Ultimate Managed Hosting Platform
ADVERTISEMENT

Ludhiana app mla death : ଆପ ବିଧାୟକଙ୍କ ସନେ୍ଦହ ଜନକ ମୃତ୍ୟୁ !

Facebook
Twitter
LinkedIn

ନୂଆଦିଲ୍ଲୀ : ପଞ୍ଜାବର ଲୁଧିଆନାରେ ଆପ୍ ବିଧାୟକଙ୍କ ସନ୍ଦେହଜନକ ମୃତ୍ୟୁ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ଜଣାପଡ଼ିଛି। ମୃତ ବିଧାୟକ ହେଲେ ଗୁରୁପ୍ରୀତ ଗୋଗି । ସେ ପଶ୍ଚିମ ଲୁଧିଆନାରୁ ବିଧାୟକ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ତାଙ୍କୁ କେମିତି ଗୁଳି ବାଜିଲା, ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କ ପତ୍ନୀ କହିଛନ୍ତି, ଗୁଳି ଫୁଟିବା ଶୁଣି ସେ ବେଡ୍ ରୁମକୁ ଯାଇଥିଲେ। ଏହା ପରେ ଗୋଗିଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login