The Ultimate Managed Hosting Platform
ADVERTISEMENT

ସମ୍ବଲପୁରରେ ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ

Facebook
Twitter
LinkedIn

ସମ୍ବଲପୁର: ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ୍ ସମ୍ବଲାପୁର ରେଳ ଷ୍ଟେସନ ଠାରେ ଲାଇନଚ୍ୟତ ହୋଇଛି । ଗତ କାଲି ବିଳମ୍ବିତ ରାତିରେ ୱାସିଂ ଲାଇନ୍ ଜିବା ବେଳେ ଟ୍ରେନର ଦୁଇଟି ବଗି ଲାଇନ ଚ୍ୟୁତ ହୋଇଥିଥିବା ଜଣା ପଡ଼ିଛି । ଏହାସହ ଟ୍ରେନରେ କୌଣସି ଯାତ୍ରୀ ନଥିବା ମଧ୍ୟ ସୂଚନା ରହିଛି । ଘଟଣାର ଖବର ପାଇ ତୁରନ୍ତ ବୈଷୟିକ ଟିମ୍ ସେଠାରେ ପହଞ୍ଚିଥିଲେ ଏବଂ ଟ୍ରେନକୁ ଟ୍ରାକକୁ ଅଣିଥିଲେ । ଏହି ଟ୍ରେନ୍‌ଟି ସମ୍ବଲାପୁର କ୍ଷେତରାଜପୁର ଷ୍ଟେସନରେ ରହଣି କରି ପୁଣି ପରଦିନ ସକାଳୁ ଛାଡ଼ିଥାଏ । ଏହା ପୂର୍ବରୁ ବଗି ରିସିଡ଼୍ୟୁଲିଂ ହୋଇଥାଏ । ତେବେ ପ୍ରତି ଦିନ ଭଳି, ଗତ କାଲି ଟ୍ରେନଟି ରିସିଡ୍ୟୁଲିଂ ପାଇଁ ଆସୁଥିବା ବେଳେ, ଏହି ଦୁର୍ଘଣଟା ଛଟିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login