The Ultimate Managed Hosting Platform
ADVERTISEMENT

If the child does not go to school, the teacher will go home : ପିଲା ସ୍କୁଲକୁ ନ ଗଲେ ଘରକୁ ଯିବେ ଶିକ୍ଷକ

Facebook
Twitter
LinkedIn

ଭୁବନେଶ୍ୱର : ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ସ୍କୁଲ କର୍ତ୍ତୁପକ୍ଷ । ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତ ରହିଲେ ଘରକୁ ଯିବେ ଶିକ୍ଷକ । ଏ ନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ କର୍ତ୍ତୁପକ୍ଷ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login