ଭୁବନେଶ୍ୱର :ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ମିଳିଲା ଭୁବନେଶ୍ୱର କୋର୍ଟ ଅର୍ଡର କପି । ମଞ୍ଚ ବାରଣ ନେଇ ମିଳିଲା ଭୁବନେଶ୍ୱର କୋର୍ଟ ଅର୍ଡର କପି । ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢୀଙ୍କୁ ମଧ୍ୟ ମିଳିଲା ଅର୍ଡର କପି । ଆସନ୍ତା ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି । ଏ ନେଇ ସୂଚନା ଦେଲେ ସିଂହବାହିନୀ ମାଲିକ ସଞ୍ଜୀବ ପାଢୀ ।
Views: 38











