The Ultimate Managed Hosting Platform
ADVERTISEMENT

FM ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି

Facebook
Twitter
LinkedIn

ବାଲେଶ୍ୱର : ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢିଲା । କୁଳପତି ସନ୍ତୋଷ କୁମାର ତ୍ରୀପାଠିଙ୍କ କାର୍ଯ୍ୟକାଳ ୬ ମାସ ବଢିଲା । ଆଜି କାର୍ଯ୍ୟକାଳ ଶେଷ ହେଉଥିଲା । । ବୃଦ୍ଧି ଘୋଷଣା କଲେ କୁଳାଧିପତି । ଜୁଲାଇ ୨୧ ତାରିଖରୁ ଆଗାମୀ ଛଅ ମାସ ଯାଏ ସେ ନିଜର ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ୨୦୨୧ ମସିହାରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନାମ ଘୋଷଣା କରିଥିଲେ। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନ ୨୦୨୦ର ସେକ୍ସନ ୬ର ସବ୍ ସେକ୍ସନ(୭)ର ସବ୍ ସେକ୍ସନ(୧) ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଥିଲା। କାର୍ୟ୍ୟରେ ଯୋଗଦେବା ଦିନରୁ ୪ ବର୍ଷ ଲାଗି ପ୍ରଫେସର ଶ୍ରୀ ତ୍ରିପାଠୀ କୁଳପତି ଦାୟିତ୍ବରେ ରହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷଙ୍କ ବଡ ଘୋଷଣା ; ଦଶହରାରୁ ଚଢିବେ ମଞ୍ଚ

ଭୁବନେଶ୍ୱର : ବଡ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀ । ଆସନ୍ତା ଦଶହରାରେ ପୁଣି ମଞ୍ଚକୁ ଓହ୍ଲାଇବି କହିଲେ । ସିଂହବାହିନୀ ପାଇଁ...

ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ମୁମ୍ବାଇ ଟ୍ରେନ ବ୍ଲାଷ୍ଟ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ମୁମ୍ବାଇ : ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ବମ୍ବେ ହାଇକୋର୍ଟଙ୍କ ରାୟ ପରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ । ବମ୍ବେ...

Login