ଭୁବନେଶ୍ୱର : ଇଭିଏମରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ । ଇଭିଏମ ବାଲାଟ ପେପରକୁ ଅଧିକ ପାଠ୍ୟ କରିବାକୁ ନିଦେ୍ର୍ଦଶାବଳୀ ସଂଶୋଧନ । ଇଭିଏମରେ ପ୍ରଥମ ଥର ପାଇଁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ । କ୍ରମିକ ସଂଖ୍ୟା ମଧ୍ୟ ଅଧିକ ପ୍ରମୁଖ ଭାବେ ପ୍ରଦର୍ଶିତ ହେବ । ବିହାରରୁ ଆରମ୍ଭ କରିବା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଜାରି ।
Views: 49