The Ultimate Managed Hosting Platform
ADVERTISEMENT

Accident : ରାସ୍ତାକଡ ବିଲକୁ ଓଲଟିଲା ବସ

Facebook
Twitter
LinkedIn

ନୟାଗଡ : ଗଣିଆ ଶୀତୁଳିଆ ସାହି ଛକରେ ଓଲଟିଲା ବସ । ବିଳମ୍ବିତ ରାତିରେ ରାସ୍ତାକଡ ବିଲରେ ଓଲଟିଲା ବସ । ଭାରସାମ୍ୟ ହରାଇ ଧକ୍କା ଦେଇ ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗିଲା । ବସଟି ବଲାଙ୍ଗୀରରୁ କଟକ ଯାଉଥିଲା । ବସରେ ୧୫ରୁ ଅଧିକ ଯାତ୍ରୀ ଥିବା ସୂଚନା । କେତେ ଜଣ ଯାତ୍ରୀ ଆହତ ହୋଇଛନ୍ତି ଜଣାପଡିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login