The Ultimate Managed Hosting Platform
ADVERTISEMENT

Accident : ଭ୍ୟାନ ଓଲଟି ୭ ଶ୍ରମିକ ଆହତ

Facebook
Twitter
LinkedIn

ଜଳେଶ୍ୱର : ବାଣିଦା ଛକରେ ଭ୍ୟାନ ଓଲଟି ୭ ଶ୍ରମିକ ଆହତ । ଭାରସାମ୍ୟ ହରାଇ ଭ୍ୟାନ ଓଲଟି ୨ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି । ଚାଷ କାମ ପାଇଁ ଭ୍ୟାନରେ ଆସୁଥିଲେ ଶ୍ରମିକ । ୨ ଜଣଙ୍କ ଅବସ୍ଥା ଗୁରୁତର, ଜଳେଶ୍ୱର ମେଡିକାଲରେ ଭର୍ତ୍ତି । ସୂଚନା ଅନୁଯାୟୀ ଆଜି ସକାଳେ ମୟୁରଭଞ୍ଜ ଜିଲ୍ଲା ନୂଆଡିହି ଅଞ୍ଚଳରୁ ୨୦ରୁ ଉର୍ଦ୍ଧ୍ବ ଶ୍ରମିକକୁ ନେଇ ଟାଟା ଏସି ଗାଡି ଟି ଭୋଗରାଇ ଅଭିମୁଖେ ଯାଉଥିବା ବେଳେ ବାଣିଦା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login