The Ultimate Managed Hosting Platform
ADVERTISEMENT

Accident : ଦୁର୍ଘଟଣାରେ ପରିବାରର ୬ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ବିହାର : ଟ୍ରକକୁ ପିଟିଲା କାର । ମହାକୁମ୍ଭରୁ ଫେରିବା ବେଳେ ଘଟିଲା ଦୁର୍ଘଟଣା । ପରିବାରର ୬ ଜଣଙ୍କର ଚାଲିଗଲା ଜୀବନ । ଭୋଜପୁର ଜିଲ୍ଲା ଜଗଦୀଶପୁର ଅଞ୍ଚଳରେ ଟ୍ରକକୁ ପିଟିଲା କାର । ଘଟଣାସ୍ଥଳରେ ପରିବାରର ୬ ଜଣଙ୍କର ଅକାଳରେ ବିୟୋଗ ହୋଇଛି । ସମସ୍ତେ ବିହାର ଅଞ୍ଚଳର ହୋଇଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login