The Ultimate Managed Hosting Platform
ADVERTISEMENT

Accident : ଦୁର୍ଘଟଣାରେ ପରିବାରର ୬ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ବିହାର : ଟ୍ରକକୁ ପିଟିଲା କାର । ମହାକୁମ୍ଭରୁ ଫେରିବା ବେଳେ ଘଟିଲା ଦୁର୍ଘଟଣା । ପରିବାରର ୬ ଜଣଙ୍କର ଚାଲିଗଲା ଜୀବନ । ଭୋଜପୁର ଜିଲ୍ଲା ଜଗଦୀଶପୁର ଅଞ୍ଚଳରେ ଟ୍ରକକୁ ପିଟିଲା କାର । ଘଟଣାସ୍ଥଳରେ ପରିବାରର ୬ ଜଣଙ୍କର ଅକାଳରେ ବିୟୋଗ ହୋଇଛି । ସମସ୍ତେ ବିହାର ଅଞ୍ଚଳର ହୋଇଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login