The Ultimate Managed Hosting Platform
ADVERTISEMENT

ସମ୍ବଲପୁର ହିଂସା ଘଟଣା , ବିଜେପି କେନ୍ଦ୍ରୀୟ ଟିମର ଅନୁଧ୍ୟାନ

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସା ଘଟଣା । ସମ୍ବଲପୁର ଝାରମୁଣ୍ଡାରେ ୪ ଜଣିଆ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ । ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ଟିମର ଅନୁଧ୍ୟାନ । ଅନୁଧ୍ୟାନ କରିବା ପରେ ଦେବେ ରିପୋର୍ଟ । ମୃତକ ମିର୍ଦ୍ଧାଙ୍କ ଝାରମୁଣ୍ଡା ସ୍ଥିତ ଘରେ ତାଲା ପଡିଥିବା ଦେଖିଲେ । ପରିବାର ଲୋକ କୁଆଡେ ଗଲେ ? ପୂର୍ବରୁ ଏସଟି କମିଶନଙ୍କ ଗସ୍ତ ବେଳେ ବି ମିର୍ଦ୍ଧାଙ୍କ ଘରେ ତାଲା ପଡିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login