ନୂଆଦିଲ୍ଲୀ : ବିରାଟ କୋହଲି ଓ ଗୈାତମ ଗମ୍ଭୀର ଭାରତୀୟ କ୍ରିକେଟ ଜଗତରେ ଏ ଦୁଇଟି ବଡ ନାଁ । ହେଲେ ଏମାନଙ୍କ ମଧ୍ୟରେ ଥିବା ତିକ୍ତ ସମ୍ପର୍କର ଏବେ ଆଲୋଚନା ହେଉଛି । ଆଉ ଏହାର ପ୍ରମାଣ ପୁଣି ଥରେ ମିଳିଛି । ଆଇପିଏଲ ମ୍ୟାଚ ବେଳେ ବିରାଟ କୋହଲି ଓ ଗୈାତମ ଗମ୍ଭୀରଙ୍କ ମଧ୍ୟରେ କଥା କଙ୍କାକଟି ହେଉଥିବା ଦେଖିବାକୁ ମିଳିଛି । ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ ଲୈାକ୍ଷ୍ନ ସୁପର ଚାର୍ଜ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା ଆଉ ଏହି ମ୍ୟାଚରେ ହିଁ ତିକ୍ତତା ହୋଇଥିବା ନଜର ଆସିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଏହି ମ୍ୟାଚ କୁ ଜିତି ନେଇଥିଲା । ମ୍ୟାଚ ପରେ ବିରାଟ କୋହଲି ଓ ଗମ୍ଭୀର ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅନ୍ୟ ଖେଳାଳି ମାନେ ଦୁହିଁଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ । ଗମ୍ଭୀର ଏବେ ଲକ୍ଷ୍ନେୈା ଟିମର ମେଣ୍ଟର ଅଛନ୍ତି । ଅନ୍ୟପଟେ ଆଇପିଏଲ ମିଡିଆ ଆଡଭାଇଜରୀ ଜାରି କରି କହିଛି ଯେ ମ୍ୟାଚ ବେଳେ କୋହଲି ଏବଂ ଗମ୍ଭୀର ଯେଉଁ ବ୍ୟବହାର ଦେଖାଇଛନ୍ତି ତାହା ଆଇପିଏଲ କୋଡ ଅଫ କଣ୍ଡକ୍ଟ ର ଉଲ୍ଲଂଘନ । ଏଥି ସହିତ ସେମାନଙ୍କର ଶତ ପ୍ରତିଶତ ମ୍ୟାଚ ଫି କଟାଯାଇଛି ।
କିନ୍ତୁ ସବୁ ଠାରୁ ବଡ କଥା ହେଉଛି ଏହି ସମୟରେ ଖେଳାଳିଙ୍କର ବ୍ୟବହାରକୁ ନେଇ ଆଲୋଚନା ହେଉଛି । ପଡିଆ ଭିତରେ ଖେଳାଳିଙ୍କ ବ୍ୟବହାର ସୀମା ଟପୁଛି । କାରଣ ଗତକାଲି ଯେଉଁ ଚିତ୍ର ଦେଖିବାକୁ ମିଳିଲା କ୍ରିକେଟ ଇତିହାସରେ ଏହା ମଧ୍ୟ କମ ଦେଖିବାକୁ ମିଳୋ ଆଉ ଏହା ସମସ୍ତ କ୍ରୀଡା ପ୍ରେମୀଙ୍କୁ ନିରାଶ କରିଛି ।
ବିରାଟ –ଗମ୍ଭୀରଙ୍କ ସମ୍ପର୍କରେ ତିକ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







