The Ultimate Managed Hosting Platform
ADVERTISEMENT

ଅଟୋ ଭିତରେ ମୃତଦେହ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀର ଏକ ଅଟୋ ଭିତରୁ ମୃତଦେହ ଉଦ୍ଧାର । ରମାଦେବୀ ବିଶ୍ୱ ବିଦ୍ୟ୍ାଳୟ କ୍ୟାମ୍ପସ ପାଖରେ ଅଟୋରୁ ଉଦ୍ଧାର । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପାହାଳ ଅଞ୍ଚଳର ଜଣେ ଡ୍ରାଇଭର ଙ୍କୁ ଏ ନେଇ ପଚରାଉଚରା କରୁଛି ପୁଲିସ । ମୃତକଙ୍କ ବୟସ ୩୫-୪୦ ବର୍ଷ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି ।

ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login