ଭୁବନେଶ୍ୱର : ବେଆଇନ ଗାଡି ଚଳାଉଥିବା ସ୍କୁଲ ପିଲାଙ୍କୁ ଜବତ ପାଇଁ ପଦକ୍ଷେପ । କାଲିଠୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପ ର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ । ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ସୂଚନା । ବିନା ଲାଇସେନ୍ସରେ ଡ୍ରାଇଭ କରୁଥିଲେ ୨୫ ହଜାର ଜରିମାନା । ପିଲା ଧରାପଡିଲେ ବାଇକ ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ । ବିଶେଷ କରି ସ୍କୁଲ ଆଖପାଖରେ ଯାଞ୍ଚକଡାକଡି ହେବ ।
Views: 81